ଯାତ୍ରୀବାହୀ ବସ ଧକ୍କାରେ ଜଣେ ମୃତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦୁବକଣ ଠାରେ ଏକ ଯାତ୍ରୀବାହୀ ବସ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ଯୁବରଣ କରିଛନ୍ତି। ମୃତକ ଜଣକ ଖାନନଗର ପଂଚାୟତ ଦଶରଥପୁର ବ୍ଲକ ଅଧିନସ୍ଥ ଲାଲବାଗ ଅଞ୍ଚଳର ଦୟାନିଧି ମଲ୍ଲିକ। ମଙ୍ଗଳପୁର ପୋଲିସ ଦୁର୍ଘଟଣାଗ୍ରସ୍ତ ବସ ଟିକୁ ଜବତ କରିଛି। ବସ ଡ୍ରାଇଭର ଫେରାର ଥିବାର ସୂଚନା ମିଳିଛି ।

powered by social2s