ଭୁବନେଶ୍ୱର: ଦେଢ଼ ଲକ୍ଷରେ ବହୁରୂପି ଏଣ୍ଡୁଅ ବିକ୍ରି ଡିଲ୍। ବାଣୀବିହାର ସାମ୍ନାରେ ବିକ୍ରି ଉଦ୍ୟମ ବେଳେ ୨ ଜଣଙ୍କୁ ଧରିଲା ବନ ବିଭାଗ। ଅଭିଯୁକ୍ତ ୨ଜଣ ଜଗତସିଂହପୁରର ବୋଲି ସୂଚନା ମିଳିଛି।
powered by social2s