କଳାହାଣ୍ଡି: ଭିଜିଲାନ୍ସ ହାତରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଶଗଡ଼ା ରେଞ୍ଜର ଫରେଷ୍ଟର। ଫରେଷ୍ଟରଙ୍କ ନାମ ଦେବେନ୍ଦ୍ର ମାଝୀ। ସେ ବାଇକରେ ୨ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭବାନୀପାଟଣା ଇରିଗେସନ୍ କଲୋନୀ ଛକ ନିକଟରେ ଫରେଷ୍ଟର ଜଣକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।
powered by social2s