ରାଉରକେଲା: ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଦ୍ବାରା ରାଉରକେଲାରେ ଜବତ ହୋଇଛି ୧୬ଲକ୍ଷ ୧୧ହଜାର ଟଙ୍କାର ନକଲି ନୋଟ୍। ଗିରଫ୍ ହୋଇଥିବା ବ୍ଯକ୍ତି ଜଣକ ହେଲେ ଦିଲ୍ଲୀର ଏସ୍.କେ. ଅହମ୍ମଦ। ନକଲି ନୋଟ୍ ସହ ଜବତ ହୋଇଛି ଏକ ଲ୍ୟାପଟପ୍ ଓ କଲର୍ ପ୍ରିଣ୍ଟର। ରାଉରକେଲା ସେକ୍ଟର-୧୭ ଅଂଚଳରେ ରହୁଥିଲା ଅହମ୍ମଦ।
powered by social2s

