ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆରେ ଜଣେ ଆଗ୍ନିକ ଆତ୍ମହତ୍ୟା କରିଥିବା ସୂଚନା। ମୃତକ ହେଲେ ଜୟନ୍ତ ଧାରୁଆ। ଗତକାଲି ବିଳମ୍ବିତ ରାତିରେ ସେ ଅଗ୍ନିଶମ କାର୍ଯ୍ୟାଳୟ ଛାତରୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।
powered by social2s

