.ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାରେ ୯ଜଣିଆ ଟ୍ରକ ଲୁଟେରାଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ୍ । ଲୁଟେରାଙ୍କ ସହ ୨କୋଟି ୪୫ ହଜାର ନଗଦ ଟଙ୍କା,ଗୋଟିଏ କାର୍ ସହ ଚାରିଟି ମୋବାଇଲ ଜବତ କରିଛି ପୋଲିସ୍ । ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
powered by social2s