ନୂଆପଡ଼ା: ଦାଦାବଟି ନ ଦେବାରୁ ଗୁଳିମାଡ଼ରେ ହରାଇଲେ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ। ସ୍ୱାମୀକୁ ଟାର୍ଗେଟ୍ କରି ଗୁଳି ମାଡ ବେଳେ ସାମ୍ନାକୁ ଆସି ଗୁଳି ମାଡର ଶିକାର ହେଲେ ସ୍ତ୍ରୀ। ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ସେହି ଠୁଟିବର ଗାଁର ହୋଇଥିବା ସୂଚନା ମିଳିଛି। ଏବଂ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି।
powered by social2s

