ବାଇକ ଡିକି ଭାଙ୍ଗି ୧୧ ଲକ୍ଷ ଟଙ୍କା ଲୁଟ୍

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ମୁଦିପଡ଼ାରେ ବାଇକ ଡିକି ଭାଙ୍ଗି ୧୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅଭିଯୋଗକରୀ ଜଣକ ଡିକିରେ ଟଙ୍କା ରଖି ନିଜ ଦୋକାନ ଖୋଲୁଥିବା ବେଳେ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ।

powered by social2s