କଟକ: କଟକ ଜିଲ୍ଲାର ଆଠଗଡ଼ ବ୍ଲକ୍ ର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରିଛି। ତାଳୁଆ,ସରସ୍ବତୀପୁର, ଭୋଗୁଆ, ଖଣ୍ଡୁଆଳି ଗାଁ ଓ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ ହୋଇଥିବା ସୂଚନା। ହଜାର ହଜାର ମଦ ପୋଚ ନଷ୍ଟ ସହ ସହ ସହ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି।
powered by social2s