୧୬ ଦାଦନଙ୍କୁ ଉଦ୍ଧାର କଲା ପୋଲିସ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଲାଙ୍ଗିର: ତେଲେଙ୍ଗାନା ଚାଲାଣ କରାଯାଉଥିବା ୧୬ ଦାଦନଙ୍କୁ ଉଦ୍ଧାର କଲା ତୁରେଇକେଲା ପୋଲିସ୍। ପୋଲିସ ଉଦ୍ଧାର କରିଥିବା ୧୬ ଦାଦନଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ ୩ ଶିଶୁ। ଗତ କାଲି କଣ୍ଟାବାଞ୍ଜି ପୋଲିସ ୨୭ ଦାଦନଙ୍କୁ ଉଦ୍ଧାର କରିଥିବା ବେଳେ ଆଜି ତୁରେଇକେଲା ପୋଲିସ୍ ୧୬ ଦାଦନଙ୍କୁ ଉଦ୍ଧାର କରିଛି।

powered by social2s