ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରୁ ଗିରଫ ହେଲେ ୧୨ ଜଣ ଦଲାଲ। ଆଗୁଆ ଟିକେଟ୍ କାଟି ଡାକ୍ତରୀ ପରାମର୍ଶ କରାଇଦେବା ପାଇଁ ରୋଗୀଙ୍କୁ ଅଧିକ ପଇସାରେ ବିକୁଥିଲେ। ଇମରଜେନ୍ସି ସେବା, କ୍ୟାବିନ ଓ ବେଡ୍ ବ୍ୟବସ୍ଥା କରାଇଦେବା କହି ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ନେଉଥିଲେ ପାଖା ପାଖି ୧୦,୦୦୦ ଟଙ୍କା। ଖବର ପାଇବା ପରେ ଚଢ଼ାଉ କରି ଦଲାଲଙ୍କୁ କାବୁ କରିଛି ଖଣ୍ଡଗିରି ଥାନା ପୋଲିସ।
powered by social2s

