ଭୁବନେଶ୍ୱରରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ହଷ୍ଟେଲରୁ ମୃତଦେହ ମିଳିଥିବା ଜଣାପଡ଼ିଛି। ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ଯୁବତୀ। ମୃତ ଯୁବତୀ ପୁରୀ ଜିଲ୍ଲା ତାରିପଦାଗଡ଼ର ହୋଇଥିବା ସୂଚନା। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ ହୋଇଛି।

powered by social2s