SIT ବୈଠକରେ ଅର୍ଚ୍ଚନା ନାଗ ମାମଲା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଦିଲ୍ଲୀରେ SIT ବୈଠକରେ ପହଞ୍ଚିଲା ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନାଙ୍କର ୧୦ କୋଟିର ସମ୍ପତ୍ତି ଠାବ ତଥା ବଡ଼ ବଡ଼ିଆ ନେତାଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ଦିଆଯାଇଥିବା EDଙ୍କ ସୂଚନା। ଆୟକର ବିଭାଗକୁ ଏନେଇ ତଦନ୍ତ କରିବାକୁ SITର ନିର୍ଦ୍ଦେଶ।

powered by social2s