ଭୁବନେଶ୍ୱର: ରାଜଧାନୀରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ସୋରଣ ନିକଟରେ ଏକ ବଜ୍ରକାପ୍ତାକୁ ଚୋରା ଚାଲାଣ କରାଯାଉଥିବା ବେଳେ ଜଣଙ୍କୁ ଗିରଫ କଲା ଭୁବନେଶ୍ବର STF ଟିମ୍ । ବଜ୍ରକାପ୍ତା ଚୋରା ଚାଲାଣ କରିବା ପାଇଁ କେତେକ ମାଫିଆ ମାନଙ୍କ ସହିତ ଜଣେ ବ୍ୟବସାୟୀଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାରେ ଡିଲ୍ ଚାଲିଥିବା ବେଳେ ଧରିଲା STF ର ସ୍ବତନ୍ତ୍ର ଟିମ୍।
powered by social2s