ବାଲେଶ୍ୱର: ୧ କୋଟି ଟଙ୍କାର ଠକେଇ ମାମଲା ଏମସ୍ ମାର୍କେଟିଂ ଲିମିଟେଡ୍ ଚିଟ୍ଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ଗିରଫ। ବାଲେଶ୍ଵର ଟାଉନ ଥାନା ପୋଲିସ ଏମସ୍ ମାର୍କେଟିଂ ଲିମିଟେଡ୍ ଚିଟ୍ଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ପୂର୍ଣ୍ଣେନ୍ଦୁ ମହାନ୍ତି ଗିରଫ କରିଛି। ୨୦୧୫ରେ ୧୫ ଜଣ ନିର୍ଦ୍ଦେଶକ ପ୍ରାୟ ଏକ କୋଟି ଠକିଥିବା ଅଭିଯୋଗରେ ଗିରଫ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
powered by social2s

