ଘଟଗାଁ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଝୁମକିପାଟିଆ ଗାଁରେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ। ରାତିରେ ଶୋଇଥିବା ବେଳେ ଦମ୍ପତିଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିବା ସୂଚନା। ମୃତକ ବହାଡ଼ା ମୁର୍ମୁ ଓ ଧାନୀ ମୁର୍ମୁ। ତେବେ ଗୁଣିଗାରେଡ଼ି ସନ୍ଦେହରେ ଏଭଳି ଘଟଣା ଘଟିଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକ।
powered by social2s

