ଢେଙ୍କାନାଳ: ପ୍ରାୟ ୧୦ ବର୍ଷ ହେଲା ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା ସୁନ୍ଦରୀଖାଲର ଦୋଳଗୋବିନ୍ଦ ବେହେରା ବେହେରାଙ୍କ କଙ୍କାଳ ମିଳିଥିବା ସୂଚନା। ୨୦୧୩ ଜୁଲାଇରୁ ନିଖୋଜ ଥିଲେ ଦୋଳଗୋବିନ୍ଦ। ମାଟି ତଳୁ ମିଳିଥିବା କଙ୍କାଳ ଜବତ କରି ପରୀକ୍ଷା ପାଇଁ ପଠାଇଲା ପୋଲିସ।
powered by social2s