ବାପା ମାଆଙ୍କ ନାଁରେ ସାନ ଭଉଣୀର ହତ୍ଯା ଅଭିଯୋଗ ଆଣିଲେ ବଡ ଭଉଣୀ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ସାନ ଭଉଣୀକୁ ବାପା ଓ ସାବତ ମାଆ ହତ୍ୟା କରି ପୋଡ଼ି ଦେଇଥିବା ଅଭିଯୋଗ କଲେ ବଡ଼ ଭଉଣୀ। ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବିଜିପୁର ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଅଭିଯୋଗକୁ ଆଧାର କରି ଗାଁ ଶ୍ମଶାନରୁ ପାଉଁଶ ସଂଗ୍ରହ କରି DNA ଟେଷ୍ଟ ପାଇଁ ପଠାଇଲା ସାଇଣ୍ଟିଫିକ୍ ଟିମ୍। ଅଭିଯୁକ୍ତ ବାପା ଥାନାରେ ଅଟକ ଥିବା ବେଳେ ସାବତ ମାଆକୁ ଖୋଜୁଛି ପୋଲିସ୍। ମୃତକ ଜଣକ ଯୁକ୍ତ ୩ ପଢ଼ୁଥିଲେ।

powered by social2s