କଟକ: କଟକ ମଧୁପାଟଣା ଶ୍ରୀରାମ ନଗରରେ ଘର ଭିତରୁ ସାବତ ମାଆ ଓ ପୁଅଙ୍କ ମୃତଦେହ ମିଳିବା ଘଟଣାରେ ସ୍ୱାମୀକୁ ଗିରଫ କଲା ପୋଲିସ। ମୃତ ଶିଳ୍ପୀ କହୁଣ୍ଟିଆ ଙ୍କ ଲୋକଙ୍କ ଅଭିଯୋଗ ଆଧାରରେ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆକୁ ପୋଲିସ ଗିରଫ କରିଛି। ଗତକାଲି ଶିଶୁର ବେକ କାଟି ହତ୍ୟା କରିବା ପରେ ଶିଳ୍ପୀ ଆତ୍ମହତ୍ୟା ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ଦିନ ହେବ ଶିଳ୍ପୀ ଓ ସନ୍ତୋଷ ଙ୍କ ମଧ୍ୟରେ ମନମାଳିନ୍ୟ ଥିଲା।
powered by social2s

