ହକି ବିଶ୍ୱକପ୍ ଟିକେଟ୍ କଳାବଜାରୀ, ୫ ଦଲାଲ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ହକି ବିଶ୍ୱକପର ଟିକେଟ୍ କଳାବଜାରୀ କରୁଥିବା ୫ ଟିକେଟ୍ ଦଲାଲଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବିକୁଥିଲେ ଟିକେଟ୍। ୧୯, ୨୪ ଏବଂ ୨୯ ତାରିଖରେ ହେବାକୁଥିବା ଭାରତ-ୱେଲ୍ସ ମ୍ୟାଚ୍ ପାଇଁ ଟିକେଟ୍‌ର କଳାବଜାରୀ କରୁଥିଲେ ଦଲାଲ। ୧୦୦ ଟଙ୍କା ଟିକେଟ୍‌କୁ ହଜାରେ, ୨୦୦ ଟଙ୍କା ଟିକେଟ୍ ୨୦୦୦ ଓ ୫୦୦ ଟଙ୍କା ଟିକେଟ୍‌କୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ ଟିକେଟ୍ ଦଲାଲ।

powered by social2s