ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସରକାରୀ ରେଳବାଇ ପୋଲିସ l ସୋମବାର ରାତିରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ୨ ନାବାଳିକା l ରାତି ସାରା ୨ ଜଣ ହାତ ଓ ଗୋଡ଼ ଦଉଡ଼ି ରେ ବାନ୍ଧି ଦୁଷ୍କର୍ମ ଅଭିଯୋଗ ହୋଇଥିଲା l
powered by social2s

