ଭୁବନେଶ୍ୱର: ଭୁବନେଶ୍ବର ଧଉଳି ଥାନା ନୂଆଗାଁ ସ୍ଥିତ ଏକ ଭଡ଼ାଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଦେବଗଡ ଜିଲ୍ଲାର ଶଶିଭୂଷଣ ପ୍ରଧାନ ହୋଇଥିବା ସୂଚନା ମିଳିଛି। ଚାକିରି ପାଇଁ ସେ ଭୁବନେଶ୍ୱର ଆସି ଘର ଭଡ଼ା କରି ରହି ଆସୁଥିଲେ।
powered by social2s