ବୌଦ୍ଧ: ଗଞ୍ଜେଇ କାରବାର ଅଭିଯୋଗରେ ୩ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନ କଲେ ବୌଦ୍ଧ ଏସ୍ପି। ବଘିଆପଡ଼ା ଫାଣ୍ଡି ଅଧିକାରୀ ଓ ୨ ଜଣ କନଷ୍ଟେବଲ ଗଞ୍ଜେଇ କାରବାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନଙ୍କ ସହ ୨ କନଷ୍ଟେବଲ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ। ବେପାରୀଙ୍କୁ ଛାଡ଼ିଦେବା ସହ କ୍ୱାର୍ଟର୍ସରେ ଗଞ୍ଜେଇ ରଖୁଥିବା ଅଭିଯୋଗ ହୋଇଛି।
powered by social2s