କୁଖ୍ୟାତ ମାଓବାଦୀ ଚାଣ୍ଟି ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରୁ ଗିରଫ ହେଲା କୁଖ୍ୟାତ ମାଓବାଦୀ ରଞ୍ଜୁ ଖିଲ ଓରଫ ଚାଣ୍ଟି । ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କଲା NIA । ୨୦୧୨ରେ ୪ BSF ଯବାନଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲା ଚାଣ୍ଟି । ଚାଣ୍ଟିକୁ ଧରାଇଦେବା ପାଇଁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

powered by social2s