ଦେହ ବ୍ୟବସାୟ ଅଭିଯୋଗରେ ଚଢ଼ାଉ; ୪ ଯୁବତୀ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଦେହ ବ୍ୟବସାୟ ଅଭିଯୋଗରେ କଟକ ସୂର୍ଯ୍ୟବିହାର ଅଞ୍ଚଳରେ ଚଢ଼ାଉ କଲା ବାଦାମବାଡ଼ି ପୋଲିସ। ଚଢ଼ାଉ କରି ଘଟଣାସ୍ଥଳରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ। ଦୁଇ ଜଣ ଯୁବକ ଧରାପଡ଼ିଥିବା ସୂଚନା ମିଳିଛି।

powered by social2s