ମାଲକାନଗିରି: ଗୁଜରାଟରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଜଣେ ଶିକ୍ଷକ ଗିରଫ। ଶିକ୍ଷକ ଜଣକ ହେଲେ ସରୋଜ ମଲ୍ଲ। ପ୍ରଶ୍ନର ଉତ୍ତର ଲେଖି ପଠାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗୁଜରାଟର ଏକ ଟିମ୍ ମାଲକାନଗିରି ପୁଲିସ ସହାୟତାରେ ଶିକ୍ଷକ ସରୋଜ ମଲ୍ଲଙ୍କୁ ଗିରଫ କରିଛି।
powered by social2s

