୧,୨୫୯ କେଜି ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଲମତାପୁଟ: ଓଡ଼ିଶା ବାହାରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଆନ୍ଧ୍ର ସୀମାନ୍ତ ଖଡ଼ାପୁଟରୁ ୧୨୫୯ କେଜିର ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ କୋଟିରୁ ଊର୍ଦ୍ଧ୍ୱ ବୋଲି ସୂଚନା ମିଳିଛି।

powered by social2s