ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଖୁଣ୍ଟିଗୋରା ଅଞ୍ଚଳରେ ଏକ କେନ୍ଦୁ କାଠ ବୋଝେଇ ଟ୍ରକ୍ ଜବତ ହୋଇଛି। କାଠ ଚୋରାଚାଲାଣ ବେଳେ ଧରିଲା ବନ ବିଭାଗ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ।
powered by social2s