କଳ୍ପନା ପେଟ୍ରୋଲ ପମ୍ପରେ ଆତଙ୍କରାଜ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଛକ ପେଟ୍ରୋଲ ପମ୍ପରେ ଖଣ୍ଡା ଆତଙ୍କ। ତିନି ଜଣ ଯୁବକ ଖଣ୍ଡାଧରି ଆତଙ୍କ ଖେଳାଇବା ସହ କର୍ମଚାରୀଙ୍କୁ ଗୋଡାଇ ହାଣିଲେ। ଯୁବକଙ୍କ ଆକ୍ରମଣରେ କିଛି ପେଟ୍ରୋଲ ପମ୍ପ କର୍ମଚାରୀ ଗୁରୁତର ଆହତ ହୋଇଥିବା ସୂଚନା। ଅନ୍ୟପକ୍ଷରେ ଆତଙ୍କ ଖେଳାଉଥିବା ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଲୋକେ।

powered by social2s