କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର। ଜିତେନ୍ଦ୍ରର ବାମ ଗୋଡ଼ରେ ଗୁଳି ବାଜି ଥିବାବେଳେ ତାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିତେନ୍ଦ୍ର ଓରଫ୍ ଜିତୁ ନାଁରେ ବୋମାମାଡ଼ ଏବଂ ହତ୍ୟା ଉଦ୍ୟମ ଭଳି ବିଭିନ୍ନ ଅଭିଯୋଗ ରହିଛି। ଭୁବନେଶ୍ବର, କଟକ ଏବଂ ପୁରୀର ଏକାଧିକ ଥାନାରେ ମାମଲା ରହିଛି।

powered by social2s