ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ବଡ଼ଖଜୁରୀ ଗାଁରୁ ଗିରଫ ହେଲା ବାଘ ଶିକାରୀ। କଲରାପତରିଆ ବାଘକୁ ମାରି ପୋତିଥିବା ଶିକାରୀଙ୍କୁ ଗିରଫ କରିଛି ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗ। ଶିକାରୀ ଘରୁ ଦେଶୀ ବନ୍ଧୁକ, ଭୁଜାଲି ଓ ବାଘ ଲୋମ ଜବତ କରାଯାଇଛି।
powered by social2s