ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଜାଲ୍ ନୋଟ୍ କାରବାରରେ ୪ ଜଣ ଗିରଫ ହୋଇଛନ୍ତି । ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି। ଏକ ଅପହରଣ ମାମଲାର ତଦନ୍ତ ବେଳେ ଏହା ଜାଣିବାକୁ ପାଇଛି ପୋଲିସ । ତିନି ବିଡ଼ା ନକଲି ନୋଟ, ୩ଟି ମୋବାଇଲ ଫୋନ, ଗୋଟିଏ ବାଇକ୍, ବୋଲେରୋ ଓ ସ୍କର୍ପିଓ ଜବତ କରିଛି ପୋଲିସ।
powered by social2s

