ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୨ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।
ପୁରୁଣାକଟକ ଥାନା ମାଧପୁର ନିକଟରୁ ୯୦ କେଜି ଗଞ୍ଜେଇ ଜବତ ହୋଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରୁ କଟକ ଚାଲାଣ ବେଳେ ଚଢ଼ାଉ କରିଥିଲା ପୋଲିସ।
powered by social2s