ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅସ୍ତକୁଆଁର ଗାଁରୁ ୪ଟି ହାତୀ ଦାନ୍ତ ଜବତ କରାଯାଇଛି | ଜଣଙ୍କ ଘରେ ଚଢ଼ାଉ କରି ହାତୀ ଦାନ୍ତ ଜବତ କଲା ବନବିଭାଗ। ନିକଟରେ ଶିକାର କରାଯାଇଥିବା ୨ ହାତୀଙ୍କ ଦାନ୍ତ ହୋଇଥିବା ଅନୁମାନ କରାଯାଉଛି | ଜେନାବିଲ ଓ ବାଲିଖାଳ ରେଞ୍ଜରେ ହାତୀ ଶିକାର ହୋଇଥିଲା।
powered by social2s

