କେନ୍ଦୁଝରରେ ବଜ୍ରକାପ୍ତା ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର:କେନ୍ଦୁଝର ଜିଲ୍ଲାରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନ୍ ବିଭାଗ। ଜଣେ ବେପାରୀକୁ ମଧ୍ୟ ଗିରଫ କରାଯାଇଛି | ବିଜେପି ରେଞ୍ଜ ଟାଙ୍ଗରପଡ଼ାରେ ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା ବେଳେ ଧରିଲା ବନ ବିଭାଗ ।

powered by social2s