ଭୁବନେଶ୍ୱରରେ କୁଣ୍ଡା ବୋଝେଇ ଟ୍ରକ୍ ରୁ ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର:ଆଜି ଭୁବନେଶ୍ୱରରେ ଏକ କୁଣ୍ଡା ବୋଝେଇ ଟ୍ରକ୍‌ ରୁ ଗଞ୍ଜେଇ ଜବତ କରାଯାଇଛି। ହାଇଟେକ୍ ଛକ ନିକଟରେ ଟ୍ରକ୍‌ରୁ ୩୦ ଲକ୍ଷର ଗଞ୍ଜେଇ ଜବତ କରିଛି ପୋଲିସ୍ |ବ୍ରହ୍ମପୁରରୁ ପୁରୀ ଚାଲାଣ ବେଳେ ଧରିଲା ପୋଲିସ।। ଏହି ଘଟଣାରେ ୨ ଜଣ ଗିରଫ ହୋଇଥିବା ଜଣାପଡ଼ିଛି |

powered by social2s