ଆସିକା: ନିଜ ପିଲାଙ୍କୁ କୂଅରେ ଫିଙ୍ଗି ଆତ୍ମହତ୍ୟା ଉଦ୍ୟମ କଲା ମାଆ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଲାଉଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। କୂଅରୁ ସାନ ଝିଅ ଓ ପୁଅଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଗ୍ରାମବାସୀଙ୍କ ଦ୍ୱାରା ବଡ଼ ଝିଅ ଓ ମାଆ କୂଅ ଭିତରୁ ଉଦ୍ଧାର ହୋଇଛନ୍ତି। ପାରିବାରିକ କଳହରୁ ମହିଳା ଜଣକ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
powered by social2s

