୧୦୫ କିଲୋଗ୍ରାମ ଗଞ୍ଜେଇ ଯବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

କଟକ:ରାଜ୍ୟ ଅବକାରୀ ଗୁଇନ୍ଦା ବିଭାଗ କଟକ ମଙ୍ଗୁଳି ଛକ ନିକଟରୁ ୧୦୫ କିଲୋଗ୍ରାମ ଗଞ୍ଜେଇ ଯବତ କରିଛି। 

 

ଗଞ୍ଜେଇର ଆନୁମାଲିକ ମୂଲ୍ୟ ୫ ଲକ୍ଷ ୨୫ ହଜାର ହେବ ବୋଲି ସୂଚନା ମିଳିଛି।

 

ଏଥିରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

 

ଆଜି ସକାଳୁ ପ୍ରଦିପ କୁମାର ବାରିକ (୩୧),ଓ ମୋହନ ମଲ୍ଲିକ (୨୪) ନାମକ ଦୁଇ ବ୍ୟକ୍ତି ଏକ ସୁଈଫ୍ଟ ଡିଜେୟାର ଗାଡ଼ି ଯୋଗେ ବୌଦ୍ଧ ରୁ ବାଲେଶ୍ଵର ଗଞ୍ଜେଇ ନେଇ ଯାଉଥିଲେ। 

 

ଖବର ପାଇ ରାଜ୍ୟ ଅବକାରୀ ବିଭାଗର କଟକ ମଙ୍ଗୁଳି ଛକ ନିକଟରେ ଚଢ଼ାଉ କରିଥିଲାବେଳେ, ତାଙ୍କ ନିକଟରୁ ୧୦୫ କିଗ୍ରା ଗଞ୍ଜେଇ ଯବତ ହୋଇଥିଲା।

 

 

powered by social2s