ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ନିକଟରେ ଏକ ଢ଼ାବା ଉପରକୁ ବୋମାମାଡ଼ ହୋଇଛି। ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ବୋମାମାଡ଼ରେ ଢ଼ାବା କର୍ମଚାରୀ ବାଦଳ ପାଣିଗ୍ରାହୀ ଆହତ ହୋଇଛନ୍ତି। ମଦ କାରବାରକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।
powered by social2s

