ଭୁବନେଶ୍ୱର: କମିଶନରେଟ୍ ପୋଲିସ୍ ଦ୍ଵାରା ଝାଡ଼ଖଣ୍ଡର ୮ ଜଣ ଲୁଟେରା ଗିରଫ ହୋଇଛନ୍ତି। ଏମାନେ ମୋ ବସ୍ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଟଙ୍କା ଓ ମୋବାଇଲ୍ ଫୋନ୍ ଲୁଟ୍ କରୁଥିଲେ । ଅଭିଯୁକ୍ତଙ୍କ ନିକଟରୁ ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତଙ୍କ ନାଁରେ ଓଡ଼ିଶା ଓ ବାହାରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।
powered by social2s

