ଭୁବନେଶ୍ୱର: ଭୁବନେଶ୍ୱର
କୁ ଆସୁଥିବା ପର୍ଯ୍ୟଟକ ଓ ଗ୍ରାହକଙ୍କ ଦୀର୍ଘଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳିତ ଭୁବନେଶ୍ୱର ପାନ୍ଥନିବାସ ରେ "THE CASK" ନାମରେ ଏକ ମଦ୍ୟଶାଳା (BAR) ର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସେଠାରେ କୋଭିଡ଼ ର ମାର୍ଗଦର୍ଶିକା ଅନୁଯାୟୀ ଗ୍ରାହକ ମଦ କିଣି ନେଇ ଯାଇ ପାରିବେ କିନ୍ତୁ ସେଠାରେ ବସି ମଦ୍ୟପାନ ପାଇଁ ଅନୁମତି ଦିଆଯିବନାହିଁ। ଏତଦବ୍ୟତୀତ ଇଛୁକ ଗ୍ରାହକ ମାନେ 9078885516 ରେ ବରାଦ କରି ଘରେ ରହି ମଦ ପାଇ ପାରିବେ ବୋଲି ପରିଚାଳକ,(ବଜାର )ସୂଚନା ଦେଇଛନ୍ତି।
powered by social2s