ଭୁବନେଶ୍ୱର: ବେସାମରିକ ବିମାନ ଚଳାଚଳ ଡିଜି ପଦରୁ ହଟିଲେ ବିକ୍ରମ ଦେବଦତ୍ତ। ବିକ୍ରମଙ୍କୁ କୋଇଲା ସଚିବ ଭାବେ ନିଯୁକ୍ତି ମିଳିଛି। ଶନିବାର ୩୦ ବିମାନକୁ ବୋମା ଧମକ ପରେ ନିଆଯାଇଛି ଏହି ପଦକ୍ଷେପ।
powered by social2s