ଆନିମେସନ୍‌ କ୍ଷେତ୍ରରେ ଭାରତ ବିଶ୍ବରେ କ୍ରାନ୍ତି ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୧୫ତମ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମରେ ଆନିମେସନ କ୍ଷେତ୍ରରେ ଭାରତରେ କ୍ରାନ୍ତି ଆସିଛି ବୋଲି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଆନିମେସନକୁ ପସନ୍ଦ କରାଯାଉଛି। ଅକ୍ଟୋବର ୨୮ ତାରିଖରେ ବିଶ୍ବ ଆନିମେସନ ଦିବସ ପାଳନ ହେବ। ଯୁବକମାନେ ନିଜର ସ୍ବପ୍ନକୁ ବିସ୍ତାର କରନ୍ତୁ କହିଲେ ପ୍ରଧାନମନ୍ତ୍ରୀ । ଡିଜିଟାଲ ଆରେଷ୍ଟ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ମୋଦି। କୌଣସି ଏଜେନ୍ସି ଫୋନ୍‌ରେ ପଚରାଉଚରା କରନ୍ତି ନାହିଁ, କୌଣସି ଫ୍ରଡ୍‌ କଲି ଆସିଲେ ତାକୁ ଉଠାଅ ନାହିଁ ବୋଲି କହିଛନ୍ତି ମୋଦି।

powered by social2s