ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ୍। ବିଲ୍ ଆଗତ କଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ମେଘୱାଲ। ବିଲ୍ ଆଗତ ପରେ ଲୋକସଭାରେ ଚାଲିଛି ବିତର୍କ। ବିରୋଧୀ କଂଗ୍ରେସ ସାଂସଦଙ୍କ ଜୋରଦାର ବିରୋଧ କରାଯାଇଛି।
powered by social2s