ଭୁବନେଶ୍ୱର: ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ୭୩ ବର୍ଷ ବୟସରେ ଆଖି ବୁଜିଲେ ଉସ୍ତାଦ ଜାକିର ହୁସେନ। ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍ରେ ପରଲୋକ ଘଟିଛି।
powered by social2s