ପୃଥିବୀକୁ ଫେରିଲେ ସୁନୀତା ୱିଲିୟମସ୍

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମହାକାଶରୁ ପୃଥିବୀକୁ ଫେରିଲେ ସୁନୀତା ୱିଲିୟମସ୍। ୯ ମାସ ପରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଫେରିଲେ ସୁନୀତା। ଭାରତୀୟ ସମୟ ୩ଟା ୨୭ ରେ ଆମେରିକାର ଫ୍ଲୋରିଡା ଉପକୂଳରେ ଅବତରଣ କଲେ ସୁନୀତା। ସୁନୀତାଙ୍କ ସମେତ ୪ ମହାକାଶଚାରୀ ମଧ୍ୟ ଫେରିଥିବା ସୂଚନା। ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ଫ୍ଲୋରିଡା ତଟରେ ଅବତରଣ କରିଛନ୍ତି ସୁନୀତା।

powered by social2s