ମନରେଗା ଏବେ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ମନରେଗା ନାଁ ବଦଳାଇଲେ କେନ୍ଦ୍ର ସରକାର। ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାଁରେ ନାମିତ କରାଯାଇଛି। ଯୋଜନାରେ ସର୍ବନିମ୍ନ କାର୍ଯ୍ୟ ଦିବସକୁ ମଧ୍ୟ ବଢ଼ାଇଲେ ସରକାର। ସର୍ବନିମ୍ନ ୧୨୫ ଦିନକୁ ୨୪୦ ଦିନ ଯାଏଁ ବୃଦ୍ଧି କଲେ କେନ୍ଦ୍ର ସରକାର। ପୂର୍ବରୁ ଏହାର ନାଁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା(NREGA) ଥିଲା। ପରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା(MGNREGA) ହୋଇଥିଲ।

powered by social2s