ମହାକାଶରେ ଓଡ଼ିଶା ସାଟେଲାଇଟ୍

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ମହାକାଶକୁ ଗଲା ଓଡ଼ିଶା ନିର୍ମିତ ପ୍ରଥମ ସାଟେଲାଇଟ୍। 'ଅନ୍ବେଷା' ସହ ମହାକାଶକୁ ଗଲା ଓଡ଼ିଶା ନିର୍ମିତ CGUSAT-1 ଉପଗ୍ରହ। ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ ଯୋଗେ ଉତ୍‌କ୍ଷେପଣ କରାଯାଇଛି। ଅନ୍ବେଷା ସହ ୧୫ ଛୋଟ ସାଟେଲାଇଟ୍ ମଧ୍ୟରେ CGUSAT-1 ରହିଛି। ଭୁବନେଶ୍ବର ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ଦ୍ବାରା ନିର୍ମିତ CGUSAT-1 ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗର ହେବ ବଡ଼ ମାଧ୍ୟମ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର କ୍ଷମତାକୁ ଏହା ମଜବୁତ୍ କରିବ।

powered by social2s