ନୂଆଦିଲ୍ଲୀ : ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜେଓର୍ଜିଆ ମେଲୋନି। ମୋଦିଙ୍କ ସହ ସେଲଫି ଫଟୋ ଛାଡ଼ି ସ୍ବାଗତ କଲେ ମେଲୋନି। ରୋମରେ ଆପଣଙ୍କୁ ସ୍ୱାଗତ ମୋର ବନ୍ଧୁ ବୋଲି କହିଲେ ମେଲୋନି। ସାମାଜିଜ ଗଣମାଧ୍ୟମରେ ଭାଇରାଲ୍ ହେଉଛି ମେଲୋନିଙ୍କ ପୋଷ୍ଟ। ମେଲୋନିଙ୍କ ସହ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା ହୋଇଛି।
powered by social2s

