ମୁମ୍ବାଇ: ପୁନେ ପୁରନ୍ଦର ଜିଲ୍ଲାରେ ଜଣେ ମହିଳା ଜିକା ଭାଇରସ ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ବେଲ୍ସାର୍ ର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଶୁସ୍ତ୍ୟ ଥିବା କୁହାଯାଉଛି । ତାଙ୍କ ପରିବାରର କୌଣସି ସଦସ୍ୟ ସଂକ୍ରମିତ ହୋଇନଥିବା ସ୍ପଷ୍ଟ ହୋଇଛି। ଜୀକା ସଂକ୍ରମଣ ପରେ ଏକ ଟିମ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଜିକା ଭାଇରସ କ୍ଷେତ୍ରରେ ପ୍ରବଳ ଜର ଓ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ପରିଲିଖିତ ହୋଇଥାଏ।
powered by social2s

